ଅଫେରା ରାଇଜେ କମଳ ଦେଶ ରାଜକୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ତାଙ୍କ ପ୍ରେରଣା ଓଡ଼ିଶାବାସୀ ଏବଂ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସବୁଦିନ ଲାଗି...

ଡୁମୁରୀପଦର ଜଙ୍ଗଲରେ ବୋମା ନିଷ୍କ୍ରିୟ କଲେ ସୁରକ୍ଷା କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଓଡ଼ିଶା-ଛତିଶଗଡ଼ ସୀମା ଡୁମୁରୀପଦର ଜଙ୍ଗଲରେ ଖଞ୍ଜା ଯାଇଥିବା ବୋମାକୁ ସୋମବାର ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଡୁମୁରୀପଦର ଜଙ୍ଗଲରେ...

ଉତ୍ତପ୍ତ ଓଡ଼ିଶା: ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ବିଶେଷ କରି...

ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଓଡ଼ିଶାଲାଇଭ୍ ବ୍ୟୁରୋ କମଳ ଦେଶ ରାଜକୁମାର ଭାବେ ପରିଚିତ ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩...

ଜୁଲାଇ ପହିଲାରୁ ପଞ୍ଜାବବାସୀଙ୍କୁ ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ନିଜର ୩୦ ଦିନର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ପଞ୍ଜାବ ସରକାର ଏକ ମାସ ମଧ୍ୟରେ କେଉଁ କାମ ସବୁ କରିଛନ୍ତି ଏହି...

ଭୁବନେଶ୍ୱରରେ ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ଦକ୍ଷତା ରାଜଧାନୀରେ ପରିଣତ କରିବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଭୁବନେଶ୍ୱର ଏସ୍‌ଡିଆଇରେ ଉଦଘାଟିତ ହୋଇଛି। ଏହାକୁ ଦକ୍ଷତା ବିକାଶ, ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ...

ବାହାରିନରେ ପ୍ରତିଷ୍ଠା ହେବେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ!

ଓଡ଼ିଶାଲାଇଭ୍ ବ୍ୟୁରୋ ସନାତନ ଧର୍ମ ପ୍ରଚାରକ ସଂସ୍ଥା ଅକ୍ଷରଧାମ ସ୍ୱାମୀ ନାରାୟଣ ସଂସ୍ଥାନ ପକ୍ଷରୁ ଇସଲାମିକ ରାଷ୍ଟ୍ର ବାହାରିନରେ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ବାହାରିନ...

ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଆସୁଛି ସ୍ପ୍ରେଡ ହାପିନେସ ପାଉଣ୍ଡେସନ। କେରଳଠାରେ ପ୍ରାଣ ହରାଇଥିବା ସୋରଡ଼ା ବ୍ଲକର ଆସୁରବନ୍ଧ ପଞ୍ଚାୟତର ଗାନ୍ଧୀ ପାତ୍ରଙ୍କ ମରଶରୀରକୁ ସ୍ପ୍ରେଡ ହାପିନେସ ପାଉଣ୍ଡେସନ ତାଙ୍କ ଗାଁରେ...

ଜୁନ ୬ରୁ ୧୬ ତାରିଖ ସ୍କୁଲ ଖରାଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ହେବ ସ୍କୁଲ ଖରାଛୁଟି। ଆସନ୍ତା ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଖରାଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ...

ସୁଆଣ୍ଡୋରେ ଭି କେ ପାଣ୍ଡିଆନ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶମୂଳକ କାମ ବୁଲି ଦେଖିଛନ୍ତି। ପାଣ୍ଡିଆନ ଗୋପବନ୍ଧୁଙ୍କ ଘରକୁ ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି...